ଶଲ୍ଲ Ṡalla

  • ଦେ. ବି. (ସଂ. ଶଲ୍ୟ) ଶଲ (ଦେଖ) — Sala (See)
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — ଶଳ୍କ; କାତି — Scales on the body of some animals
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — ବଳ୍କଳ — Bark
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — ତ୍ୱକ୍; ଚର୍ମ — Skin; rind
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — ଭେକ; ବେଙ୍ଗ — Frog
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — ଶଲରା (ଦେଖ) — Ṡalarā (See)
  • ସଂ. ବି—(ଶଲ୍ଲ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହା ଶଲରା ଜାତୀୟ; ଏଥିର ଫଳ କଲରାଠାରୁ ଲମ୍ବ। ହରେକୃଷ୍ଣ ଦ୍ରବ୍ଯଗୁଣ।]