ଶଲ୍ଲକ Ṡallaka

  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ଶଳ୍କ; କାତି — Scales on the body of certain animals
  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ବଳ୍କଳ; ତ୍ୱକ୍ — Bark; rind
  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ଝିଙ୍କ ଦେହରେ ଥିବା କାଠି — The quills of porcupine
  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ଛଣପଟ ଗଛ; ଶଣ ଗଛ — The Ṡaṇa hemp plant
  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ଚମଡ଼ା (ହି. ଶ) — Skin
  • ସଂ. ବି (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ) — ଝିଙ୍କ (ହି. ଶ) — Porcupine