ଶଲାଟୁ Ṡalāṭu

  • ସଂ. ବି—(ଶଳ୍ ଧାତୁ=ଗମନ କରିବା+କର୍ତ୍ତୃ ଅଟୁ) — ଆମ ଫଳ; କଞ୍ଚା ଫଳ; ଅପକ୍ୱ ଫଳ — Raw fruit; an unripe fruit
  • ସଂ. ବି—(ଶଳ୍ ଧାତୁ=ଗମନ କରିବା+କର୍ତ୍ତୃ ଅଟୁ) — ମୂଳ ବିଶେଷ — A kind or root
  • ସଂ. ବି—(ଶଳ୍ ଧାତୁ=ଗମନ କରିବା+କର୍ତ୍ତୃ ଅଟୁ) — ବିଲ୍ୱବୃକ୍ଷ — Bilwa or Marmalos tree