ଶଲାଇ Ṡalāi

  • ଦେ. ବି — (ସଂ. ଶଲାକା ବା ଶଲ୍ୟ)—ସନ୍ଥା; ଘାଆ ଆଦିରୁ ପୂଜ ନିଗିଡ଼ିବା ପାଇଁ ଘାଆ ମୁଁହ ବାଟେ ଭିତରକୁ ଦିଆଯିବା ବଳିତା ବା କାଠି — A wick or tube introduced into a sore through the mouth to drain it
  • ଦେ. ବି — [ଦ୍ର—ଅକାନବିନ୍ଧି ପତ୍ରର ଡେମ୍ଫ ଶଲାଇ ଦେଲେ ଘାଆର ମୁଁହ ବନ୍ଦ ହୋଇ ଯାଏ ନାହିଁ।]
  • ଦେ. ବି — କାନ କୁଣ୍ଡାଇବା ପାଇଁ ବ୍ଯବହୃତ କାଠି — A quill or twig to scratch the earhole
  • ଦେ. ବି — (ସଂ. ଶଲ୍ଲକୀ)—ଲୋବାନ୍; ସୁଗନ୍ଧ ବୃକ୍ଷନିର୍ଯ୍ଯାସ ବିଶେଷ; ଧୂପରେ ବ୍ଯବହୃତ ଗୁଗ୍ଗୁଳୁ ବିଶେଷ — Fankincense; olibanum