ଶଲଙ୍ଗ Ṡalaṅga

  • ସଂ. ବି. (ଶଲ ଧାତୁ+କର୍ତ୍ତୃ. ଅଙ୍ଗ) — ଲୋକପାଳ; ରାଜା (ବିଶ୍ୱକୋଷ) — King; ruler; governor
  • ସଂ. ବି. (ଶଲ ଧାତୁ+କର୍ତ୍ତୃ. ଅଙ୍ଗ) — ଲବଣ ବିଶେଷ (ବିଶ୍ୱକୋଷ) — A kind of salt