ଶରୁଆ ସଜ Ṡaruā saja
- ଦେ. ବିଣ. ପୁଂ — କ୍ଷୀଣଦେହ (ପୁରୁଷ) — Slender-bodied (man)
- ଦେ. ବିଣ. ପୁଂ — ସ୍ତ୍ରୀ
- ଦେ. ବିଣ. ପୁଂ — କ୍ଷୀଣଦେହା (ସ୍ତ୍ରୀ) — A Slender woman
- ଦେ. ବିଣ. ପୁଂ — ଚପଳା ବା ନଷ୍ଟା ସ୍ତ୍ରୀ — A loose or fickle woman
- ଦେ. ବିଣ. ପୁଂ — [ଉ—'ତୁ ମୋତେ ବୋଲୁଛୁ ଶରୁଆ ସଜ, ପରବାସ କରି ନ ଯା'— ଢଗ।]