ଶରୀରଗ Ṡarīraga

  • ସଂ. ବି—(ଶରୀର=ଦେହଦ୍ୱାରା+ଗମ ଧାତୁ+କର୍ତ୍ତୃ. ଅ; ଯେ ଦେହଦ୍ୱାରା ଗମନ କରେ) — ସରୀସୃପ — Reptile
  • ବିଣ — ସର୍ପାଦି ପରି ବକ୍ର ଗମନ କାରୀ — Moving crookedly; or sliding like a reptile