ଶରାଡ଼ି Ṡaraṟḍ̠i
- ସଂ. ବି—(ଶର=ଜଳ+ଅଟଧାତୁ =ଗମନ କରିବା+କର୍ତ୍ତୃ. ଇ) ଜଳଚର ପକ୍ଷିବିଶେଷ; ତେଣ୍ଟେଇ; ଟିଁଟିଁଆଁ ପକ୍ଷୀ — A teal (aquatic bird); Dendrocygna Javanica; a species of fresh water duck; Anas Carolinensis
- ସଂ. ବି—(ଶର=ଜଳ+ଅଟଧାତୁ =ଗମନ କରିବା+କର୍ତ୍ତୃ. ଇ) [ଦ୍ର—ଏହା ପାତିହଂସ ଜାତୀୟ ପ୍ଲବତୀ ବର୍ଗର ପ୍ରାୟ ଏକହାତ ଦୀର୍ଘ ପକ୍ଷୀ; ମୁଣ୍ଡ ଫକା ନାଲି; ପକ୍ଷ ଛୋଟ ଓ ଗୋଲ; ଲାଞ୍ଜ ଖଇରା; ଥଣ୍ଟ ଚଟକା ଓ ଗୋଲ। ଏ ପକ୍ଷୀ ଭଲରୂପେ ଉଡ଼ିପାରେ ନାହିଁ; କିନ୍ତୁ ପହଁରିପାରେ ଓ ପାଣିରେ ବୁଡ଼ିପାରେ। ଏହାର ମାଂସ ସୁଖାଦ୍ୟ ଥିବାରୁ ଲୋକେ ଏମାନଙ୍କୁ ଶିକାର କରନ୍ତି।]