ଶରାବକ Ṡarābaka

  • ସଂ. ବି—(ଶରାବ=ସ୍ୱାର୍ଥେ. କ) — ଶରାବ (ଦେଖ) — Ṡarāba (See)
  • ସଂ. ବି—(ଶରାବ=ସ୍ୱାର୍ଥେ. କ) — ମୁଖହୀନ ପୀଡ଼ିକାଭେଦ (ବିଶ୍ୱକୋଷ) — A kind of boil or eruption without a head