ଶରଳ Ṡaraḻa

  • ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅଳ; ବିକଳ୍ପେ ସରଳ) — ଦେବ— ଦାରୁ ଗଛ — The pine; Pinus Longifolia
  • ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅଳ; ବିକଳ୍ପେ ସରଳ) — ସଜ୍ଜନ, ଅକପଟହୃଦୟ ବ୍ଯକ୍ତି — A frank person; an open-hearted person; upright man; a good man
  • ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅଳ; ବିକଳ୍ପେ ସରଳ) — ଜଳ; ପାଣି — Water
  • ସଂ. ବିଣ — ସରଳ; ଅବକ୍ର; ସିଧା — Straight
  • ସଂ. ବିଣ — କ୍ରୂର — Cruel
  • ସଂ. ବିଣ — ଶଠ; ପ୍ରତାରକ — Deceitful
  • ସଂ. ବିଣ — ବକ୍ର — Crooked; distorted