ଶରଭୂ Ṡarabhū

  • ସଂ. ବି. ପୁଂ. (ଶର=ଶର ତୃଣ+ଭୂ ଧାତୁ=ହେବା+କର୍ତ୍ତୃ. କ୍ୱିପ୍; ଏହାଙ୍କୁ ଗଙ୍ଗାଦେବୀ ଶର ବଣରେ ନିକ୍ଷେପ କରିଥିବାରୁ) — ଶରଜନ୍ମା; ଷଡ଼ାନନ; କାର୍ତ୍ତିକେୟ — Kārttikeya