ଶରଦ Ṡarada
- ସଂ. ବି — ଶାରଦୀୟ ବୀଣାଯନ୍ତ୍ର; ସରସ୍ୱତୀଙ୍କ ବୀଣା — A sort of lute said to be used by Saraswatī
- ଦେ. ବି — (ସଂ. ଶରଦ୍) ଶରତ୍କାଳ — Autumn
- ଦେ. ବି — [ଉ—ଏହିରୂପେ ବରଷାକାଳ ଶେଷ କରି, ଶରଦ ଆଗମନ ଦେଖି ଚାପଧାରୀ। କୃଷ୍ଣସିଂହ. ମହାଭାରତ. ବନ।]
- ବୈଦେ. ବି. (ଫା. ଶର୍ଦୀ) — ସରଦ୍ (ଦେଖ) — Sarad (See)
- ବୈଦେ. ବି. (ଫା. ଶର୍ଦୀ) — [ଉ—କାଶ ନଶମ ନ କରେ ନୁହଇ ଶରଦ। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]