ଶରଦ୍ Ṡarad

  • ସଂ. ବି. (ଶୃ ଧାତୁ+କର୍ତ୍ତୃ ଅଦ୍) — ଶରତ୍ (ଦେଖ) — Ṡarat (See)
  • ସଂ. ବି. (ଶୃ ଧାତୁ+କର୍ତ୍ତୃ ଅଦ୍) — ବତ୍ସର; ସଂବତ୍ସର — Year
  • ବୈଦେ. ବି — ସରଦ୍ (ଦେଖ) — Sarad. (See)