ଶରଣ୍ୟୁ Ṡaraṇyu
- ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅନ୍ଯୁ) — ମେଘ — Cloud
- ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅନ୍ଯୁ) — ବାୟୁ — Wind
- ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅନ୍ଯୁ) — ରକ୍ଷାକର୍ତ୍ତା — Protector
- ସଂ. ବି. (ଶୃ ଧାତୁ+କର୍ତ୍ତୃ. ଅନ୍ଯୁ) — (ସ୍ତ୍ରୀ) ସୂର୍ଯ୍ୟପତ୍ନୀ (ହି. ଶ) — A wife of the Sun-god