ଶର ବଣ Ṡara baṇa
- ଦେ. ବି. (ସଂ. ଶର ବନ) — ଯେଉଁ ବଣ ଶର ଗଛରେ ପୂର୍ଣ୍ଣ — A forest or jungle of Ṡara reeds
- ଦେ. ବି. (ସଂ. ଶର ବନ) — [ଉ—ଶର ବଣରେ ଘର କରିଣ ରହିଲେ —କୃଷ୍ଣସିଂହ. ମହାଭାରତ. ଆଦି।]
- ଦେ. ବି. (ସଂ. ଶର ବନ) — [ଦ୍ର—କାର୍ତ୍ତିକେୟଙ୍କର ଶର ବନରେଜାତ ହୋଇଥିବା କଥା ପୁରାଣରେ ଉଲ୍ଲେଖ
- ଦେ. ବି. (ସଂ. ଶର ବନ) — ଅଛି ।]
- ଦେ. ବି. (ସଂ. ଶର ବନ) — ଅଛି]
- ଗ୍ରା ଓ ପଦ୍ଯ — (ସଂ. ଶ୍ରବଣ)— ଶ୍ରବଣ; ଶୁଣିବା — Hearing
- ଗ୍ରା ଓ ପଦ୍ଯ — [ଉ— ଶରବଣ କରିଛ ଋଷିଗିର—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।]
- ଗ୍ରା ଓ ପଦ୍ଯ — କାନ — Ear