ଶମ୍ Ṡam

  • ସଂ. ବି. [ଶୀ ଧାତୁ=ଶୟନ କରିବା+ଅଧିକରଣ. ଅମ୍] — କଲ୍ୟାଣ — Prosperity; blessing
  • ସଂ. ବି. [ଶୀ ଧାତୁ=ଶୟନ କରିବା+ଅଧିକରଣ. ଅମ୍] — ସୁଖ — happiness
  • ସଂ. ବି. [ଶୀ ଧାତୁ=ଶୟନ କରିବା+ଅଧିକରଣ. ଅମ୍] — ହର୍ଷ; ଆନନ୍ଦ — Delight; pleasure