ଶମ୍ୟାକ Ṡamyāka
- ସଂ. ବି—(ଶମି+ଆକ) — ଶମୀପରାଗ; ଶମୀ ଫଳରେ ଥିବା ପରାଗ — A powder found in the fruit of the spung tree
- ସଂ. ବି—(ଶମି+ଆକ) — ଶମୀ ବୃକ୍ଷ (ଦେଖ) — & Ṡami bṛuksha (See)
- ସଂ. ବି—(ଶମି+ଆକ) — [ଉ—ତୋ ପାଦରେ ଲିହିଲି ଅଳତା ପୋଛି ଶମ୍ୟାକ ଧଳି ନନ୍ଦେ।]
- ସଂ. ବି—(ଶମି+ଆକ) — ଆରଗ୍ବଧ ବୃକ୍ଷ; ସୁନାରୀ ଗଛ (ହି. ଶ) — Cassia fistula (tree)