ଶମ୍ବୁ Ṡambu

  • ସଂ. ବି.—(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ) — ଶାମୁକା; ଦୁଇ ଫାଳିଆ ଶଙ୍ଖ; ଶାମୁକା — Bivalve shell
  • ସଂ. ବି.—(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ) — ଶଙ୍ଖ — Conch shell
  • ସଂ. ବି.—(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ) — ଗେଣ୍ଡା — Snail
  • ସଂ. ବି.—(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ) — ଗଜକୁମ୍ଭର ଅଗ୍ରଭାଗ — The fore part of the elephant's head
  • ସଂ. ବି.—(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ) — ଦୈତ୍ୟ ବିଶେଷ — Name of a demon