ଶମ୍ପା Ṡampā

  • ସଂ. ବି.—(ଶମ୍=ସୁଖ, ହର୍ଷ+ପା ଧାତୁ=ପାନ କରିବା ଅର୍ଥାତ୍ ନଷ୍ଟ କରିବା+କର୍ତ୍ତୃ. ଅ+ଆ; ଯାହାର ନିଜର ପ୍ରଭାଦ୍ୱାରା ଦର୍ଶକରେ ହର୍ଷକୁ ନାଶ କରେ) — ବିଦ୍ୟୁତ; ତଡ଼ିତ୍ — Lightning
  • ସଂ. ବି.—(ଶମ୍=ସୁଖ, ହର୍ଷ+ପା ଧାତୁ=ପାନ କରିବା ଅର୍ଥାତ୍ ନଷ୍ଟ କରିବା+କର୍ତ୍ତୃ. ଅ+ଆ; ଯାହାର ନିଜର ପ୍ରଭାଦ୍ୱାରା ଦର୍ଶକରେ ହର୍ଷକୁ ନାଶ କରେ) — କଟି (ହି. ଶ) — Waist
  • ଦେ. ବି.—(ସଂ. ଶପ୍ ଧାତୁ=ଅଭିଶାପ ଦେବା) — ଶମ୍ପିବା; ଗାଳିଦେବା — Abusing
  • ଦେ. ବି.—(ସଂ. ଶପ୍ ଧାତୁ=ଅଭିଶାପ ଦେବା) — ଅଭିଶାପ ଦେବା — Cursing
  • ଦେ. ବି.—(ସଂ. ଶପ୍ ଧାତୁ=ଅଭିଶାପ ଦେବା) — ଅଭିସଂପାତ — Curse; imprecation