ଶବ୍ଦନ Ṡabdana

  • ସଂ. ବି. (ଶବ୍ଦ୍ ଧାତୁ+ଭବ. ଅନ) — ଶବ୍ଦ; ଧ୍ୱନି — Sound; noise; report
  • ସଂ. ବି. (ଶବ୍ଦ୍ ଧାତୁ+ଭବ. ଅନ) — ଶବ୍ଦ କରିବା — Making a sound
  • ବିଣ. — ଶବ୍ଦାୟ— ମାନ — Resounding