ଶବାସନ Ṡabāsana

  • ସଂ. ବି.—(ରୂପକ) — ତନ୍ତ୍ର ସାଧନାର୍ଥ ଆସନରୂପେ ବ୍ଯବହୃତ ଶବ — A corpse used as a seat to perform some mystic rituals
  • ବିଣ. ପୁଂ—(ବହୁବ୍ରୀହି) — ଶବ ଉପରେ ବସି ଜପ କରୁଥିବା (ବ୍ଯକ୍ତି) — Performing Japa, being seated on a corpse