ଶବ ଯାନ Ṡaba j̄āna

  • ସଂ. ବି — ମୃତଦେହବହନୋପଯୋଗୀ ଯାନ; ମୁର୍ଦ୍ଦାରବୁହା ରଥ କିମ୍ବା କୋକେଇ ବା କଫିନ୍ — A conveyance for carrying the dead body to the cremation ground or burial place; hearse
  • ସଂ. ବି — ମୁର୍ଦ୍ଦାର ବୁହା ଖଟିଆ — A bedstead for carrying the dead body