ଶଫର Ṡaphara

  • ସଂ. ବି. (ଶଫ=ଖୁରା+ରା ଧାତୁ=ଦାନ କରିବା+କର୍ତ୍ତୃ. ଅ) — ଶଫରୀ; ପ୍ରୋଷ୍ଠୀ ମତସ୍ୟ; କେରାଣ୍ଡି ମାଛ — A tiny species of carp; Cyprina Chrysophanus; Cyprinus Sophoria; Barbus Chola; a species of shiner fish
  • ସଂ. ବି. (ଶଫ=ଖୁରା+ରା ଧାତୁ=ଦାନ କରିବା+କର୍ତ୍ତୃ. ଅ) — (କେରାଣ୍ଡି ଦେଖ)