ଶଫରୀ Ṡapharī

  • ସଂ. ବି. ସ୍ତ୍ରୀ—(ଶଫର+ଈ) — କେରାଣ୍ଡି ମାଛ — Barbus Chola
  • ସଂ. ବି. ସ୍ତ୍ରୀ—(ଶଫର+ଈ) — ଚାଙ୍ଗେରୀ; ଅମ୍ଲତି ଶାକ; ଆମିଳିତି ଶାଗ (ବିଶ୍ୱକୋଷ) — Woodsorrel (a pot herb)