ଶପ Ṡapa

  • ଦେ. ବି. (ସଂ. ଶପ୍ତ=ତୃଣ ବିଶେଷ; ତୁଳ ଆ. ସଫ୍=ଶପ ମସିଣା, ଆସନ) — ତୃଣ ବିଶେଷଦ୍ୱାରା ବୁଣା ହୋଇଥିବା ମସିଣା — A mat woven with a sort of reed
  • ସଂ. ବି. (ଶପ୍ ଧାତୁ+ଭାବ. ଅ) — ଗାଳି ଦେବା; ଭର୍ତ୍ସନ (ବିଶ୍ୱକୋଷ) — Rebuking
  • ସଂ. ବି. (ଶପ୍ ଧାତୁ+ଭାବ. ଅ) — ଶପଥ (ବିଶ୍ୱକୋଷ) — oath