ଶପନ Ṡapana

  • ସଂ. ବି. (ଶପ୍ ଧାତୁ+ଭାବ. ଅଥ, ଅନ) — ହଲପ; ରାଣ; ଧର୍ମତଃ ପ୍ରତିଜ୍ଞା; ଦୋହି — Oath; a solemn promise by uttering the name of a God, Deity or a person in connection with one's speech
  • ସଂ. ବି. (ଶପ୍ ଧାତୁ+ଭାବ. ଅଥ, ଅନ) — [ଉ—ଶପଥ ଶତ ଅଛି କହଟି ସତେ। ଚମ୍ପୂ. 'ଶ' ଗୀତ।]
  • ସଂ. ବି. (ଶପ୍ ଧାତୁ+ଭାବ. ଅଥ, ଅନ) — ପ୍ରତିଜ୍ଞା; କବୁଲ — promise
  • ସଂ. ବି. (ଶପ୍ ଧାତୁ+ଭାବ. ଅଥ, ଅନ) — ଗାଳି; ତିରସ୍କାର — Abuse
  • ସଂ. ବି. (ଶପ୍ ଧାତୁ+ଭାବ. ଅଥ, ଅନ) — [ଦ୍ର—ଈଶ୍ୱରଙ୍କର ବା କୌଣସି ବିଶିଷ୍ଟ ବ୍ଯକ୍ତିଙ୍କ ନାମୋଚ୍ଚାରଣପୂର୍ବକ କୌଣସି ବିଷୟ କହିବା ବା ପ୍ରତିଜ୍ଞା କରିବା ବା ଅନ୍ୟବ୍ଯକ୍ତିକୁ କୌଣସି ଅନୁରୋଧ କରିବା ବା ଗାଳି ଦେବାକୁ ଶପଥ ବୋଲାଯାଏ; ଯେବେ ମୁଁ ମିଥ୍ୟା କଥା କହେଁ ତାହେଲେ ଈଶ୍ୱର ମୋତେ ଦଣ୍ଡ ଦେବେ, ଏହାକୁ ଶପଥ ବୋଲାଯାଏ।]