ଶଧ Ṡadha

  • ଦେ. ବି. (ସଂ. ଶ୍ରଦ୍ଧା) — ସଧ (ଦେଖ) — Sadha. (See)
  • ଦେ. ବି. (ସଂ. ଶ୍ରଦ୍ଧା) — [ଦ୍ର—ଅପାଙ୍ଗେ ଚାହିଁ ପୁଲକିତ ହୋଇଲା ନ ଚାହିଁ ଚାହିଁବାକୁ ଶଧ। ପ୍ରାଚୀ. ଉଷାଅଭିଳାଷ।]