ଶଦ୍ରୁ Ṡadru
- ସଂ. ବିଣ. (ଶଦ୍ ଧାତୁ+କର୍ତ୍ତୃ. ରୁ) — ଗମନଶୀଳ — Moving tending to move
- ସଂ. ବିଣ. (ଶଦ୍ ଧାତୁ+କର୍ତ୍ତୃ. ରୁ) — ପତନ— ଶୀଳ — Having a tendency to fall
- ସଂ. ବିଣ. (ଶଦ୍ ଧାତୁ+କର୍ତ୍ତୃ. ରୁ) — କ୍ଷୟଶୀଳ — Having a tendency to decay; decaying
- ସଂ. ବିଣ. (ଶଦ୍ ଧାତୁ+କର୍ତ୍ତୃ. ରୁ) — ପତନକର୍ତ୍ତା — Causing to fall
- ସଂ. ବି — ବିଷ୍ଣୁ (ହି. ଶ) — Bishṇu
- ସଂ. ବି — ଗଣ୍ଡା (ବିଶ୍ୱକୋଷ) — Rhinoceros