ଶତ Ṡata
- ସଂ. (ସଂଖ୍ୟାବାଚକ) ବି. (ଶୋ. ଧାତୁ=ଶାଣ ଦେବା+କର୍ମ. ଅତ) — ଶହେ; 100 ସଂଖ୍ୟା; ଦଶର ଦଶଗୁଣ ସଂଖ୍ୟା — ଶହେ;100ସଂଖ୍ୟା; ଦଶର ଦଶଗୁଣ ସଂଖ୍ୟା—The number 100; hundred
- ସଂ. ବିଣ — ଏକ ଶହ ସଂଖ୍ୟକ — Numbering one hundred
- ସଂ. ବିଣ — ବହୁ ସଂଖ୍ୟକ — Numerous
- ସଂ. ବିଣ — [ଦ୍ର—ସଂସ୍କୃତ ଭାଷାରେ ଏହା ଏକବଚନାନ୍ତ 'ଶତଂ' ରୂପରେ ବହୁବଚନ ଅର୍ଥରେ ବ୍ଯବହୃତ ହୁଏ।]