ଶତେର Ṡatera

  • ସଂ. ବି (ଶଦ୍ ଧାତୁ=ନାଶ କରିବା, ଗମନ କରିବା+କର୍ମ. ଏର) — ଶତ୍ରୁ — Enemy; foe
  • ସଂ. ବି (ଶଦ୍ ଧାତୁ=ନାଶ କରିବା, ଗମନ କରିବା+କର୍ମ. ଏର) — (+ଭାବ ଏର) ହିଂସା — Envy; jealousy
  • ସଂ. ବି (ଶଦ୍ ଧାତୁ=ନାଶ କରିବା, ଗମନ କରିବା+କର୍ମ. ଏର) — କ୍ଷତ; ଘାଆ (ହି. ଶ) — Wound