ଶତିୟା Ṡatiyā
- ଦେ. ବି — ଝିଟିପିଟି; ଗୃହଗୋଧିକା — The common house lizard
- ଦେ. ବି — [ଦ୍ର—ଗୃହରେ ଗୋଟିଏ ଝିଟିପିଟି ଟିକ୍ଟିକ୍ ଶବ୍ଦ କଲେ ତାହା ଶୁଣିବା ଲୋକର ପରମାୟୁ ହାନି ହେବା ଆଶଙ୍କାରେ ବୋଲାଯାଏ 'ଶତଂ ଜୀବ'। ଏଥିରୁ କ୍ରମଶଃ ଉକ୍ତ ମୌଳିକ ଭାବ ଲୋପ ହୋଇ ବର୍ତ୍ତମାନ ଲୋକେ ଝିଟିପିଟି ରାବ ଶୁଣିଲେ କହିଥାନ୍ତି:— ଶତିଆ ସତ କହିଲା; ଶତିଆ ଶତ୍ ଶତ୍ ଶତ୍।]