ଶତିକ Ṡatika
- ସଂ. ବି (ଶତ+ଇକ) — ଶତ ସମ୍ବନ୍ଧୀୟ — Relating to one hundred
- ସଂ. ବି (ଶତ+ଇକ) — ଶତ ମୁଦ୍ରାରେ କ୍ରୀତ — Purchased for one hundred coins
- ସଂ. ବି (ଶତ+ଇକ) — ଯାହାର ଶତମୁଦ୍ରା ମୂଲ୍ୟ — Valued at a hundred coins
- ସଂ. ବି (ଶତ+ଇକ) — ଯେଉଁ ଭୂମିର ନିର୍ଦ୍ଧାରିତ କର ଶତମୁଦ୍ରା — (land) Assessed at a rent of hundred coins
- ସଂ. ବି (ଶତ+ଇକ) — ଯାହାର ଆୟୁଃ ଶତବର୍ଷ — (a person) Whose life is 100 years long
- ସଂ. ବି. ପୁଂ — ଶତବର୍ଷ ବୟସ୍କ ବ୍ଯକ୍ତି — Centenarian