ଶତାରୁ Ṡatāru

  • ସଂ. ବି (ବହୁବ୍ରୀହି; ଶତ+ଅରୁସ୍) — ଏକପ୍ରକାର କୁଷ୍ଠ ରୋଗ (ହି. ଶ) — A kind of leprosy
  • ସଂ. ବି (ବହୁବ୍ରୀହି; ଶତ+ଅରୁସ୍) — [ଦ୍ର— ଏ ରୋଗରେ ଚମଡ଼ା ଉପରେ ନାଲି ଓ କଳା ଓ ଦାହଯୁକ୍ତ ବ୍ରଣମାନ ଉଠେ (ହି. ଶ)]