ଶତପଥୀ Ṡatapathī
- ସଂ. ବି (ଶତପଥ+ଅଛି ଅର୍ଥରେ ବା ଜ୍ଞାତାର୍ଥେ. ଇନ୍) — ଯଜୁର୍ବେଦାନ୍ତର୍ଗତ ଶତପଥ ବ୍ରାହ୍ମଣ ନାମକ ଅଂଶ ଅଧ୍ୟୟନକାରୀ ବ୍ରାହ୍ମଣ — A Brāhmaṇa who is learned in the Ṡataptha portion of the J̄ajurbeda
- ଦେ. ବି — ବୈଦିକ ବ୍ରାହ୍ମଣ— ଙ୍କର ବଂଶୋପାଧି ବିଶେଷ — Family-title of certain Brāhmaṇas
- ଦେ. ବି — କେତେକ ସାରୁଆ ଓ ପନିଅରି ବ୍ରାହ୍ମଣଙ୍କର ବଂଶୋପାଧି — A family title of some Brāhmaṇas who grow and sell vegetables