ଶତଗୁ Ṡatagu

  • ସଂ. ବିଣ (ବହୁବ୍ରୀହି; ଶତ+ଗୋ; ଗୋ ସ୍ଥାନରେ ଗୁ ଆଦେଶ) ଗୋଶତପରିମାଣଧନବିଶିଷ୍ଟ; ଯାହାର ଶହେ ଗାଈ ଅଛନ୍ତି — Owing one hundred heads of kine