ଶତ ତାରା Ṡata tārā

  • ସଂ. ବି — (ଜ୍ୟୋତିଷ)—ଶତ ତାରକାବିଶିଷ୍ଟ ମଣ୍ଡଳାକାର ଶତଭିଷା ନକ୍ଷତ୍ର। (ଏହାର ଅଧିଷ୍ଠାତ୍ରୀ ଦେବତା ବରୁଣ; ନକ୍ଷତ୍ର ତଳେ ଟୀକା ଦେଖ — (Astrology) The 24th lunar mansion (See notes under Nakshatra.)