ଶଣ୍ଡ Ṡaṇḍa
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ବୃଷ; ବୃଷଭ; ଶେଣ୍ଢ — A bull; brahmani bull
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — (ଏହା ମହାଦେବଙ୍କ ବାଦନ)
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ହେଞ୍ଜଡ଼ା; ନପୁଂସକ; କ୍ଳୀବପୁରୁଷ — 2. A eunuch by birth
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ଶୁକ୍ରଚାର୍ଯ୍ଯଙ୍କ ଏକ ପୁତ୍ର — A son of Ṡukrāchārj̄ya
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — [ଦ୍ର—ଏ ଅସୁର— ମାନଙ୍କ ପୁରୋହିତ ଥିଲେ।]
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — (ଉ—ଶୁକ୍ରର ସତ ବେନିଭାଇ ଶଣ୍ଡ ଅମକ ନାମ ଦୁଇ। ଜଗନ୍ନାଥ. ଭାଗବତ।)
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ରାଜାମାନଙ୍କ ଅନ୍ତଃପୁରର ସ୍ତ୍ରୀମାନଙ୍କ ଜଗୁଆଳି କ୍ଳୀବ ପୁରୁଷ — 4. A eunuch kept to guard the females of a harem
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — [ଦ୍ର—ଅଣ୍ଡିରା ବାଛୁରିଙ୍କୁ ଧରିବା ଭଳି ଆଗେ ରାଜା ଓ ବାଦସାହାମାନେ ମନୁଷ୍ୟ— ବାଳକମାନଙ୍କୁ 'ଧରି' ସେମାନଙ୍କୁ କ୍ଳୀବ କରୁଥିଲେ। ଦୈହିକ କ୍ଳୀବତା ଦ୍ୱାରା ମାନସିକ କ୍ଳୀବତା ଘଟୁଥିଲା କି ନାହିଁ, ଏହା ଗଭୀର ସନ୍ଦେହର ବିଷୟ।]
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ଦଳ; ପହ୍ଲ — A crowd
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ପଦ୍ମ ସମୂହ — A collection of louts flowers
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ବନ୍ଧ୍ୟପୁରୁଷ — A barren male
- ସଂ. ବି. ପୁଂ (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼) — ଉନ୍ମତ୍ତ ବ୍ଯକ୍ତି — Maddended or intoxicated person