ଶଣ୍ଠ Ṡaṇṭha

  • ସଂ. ବିଣ. ପୁଂ — ଅବିବାହିତ (ହି. ଶ.) — Unmarried
  • ସଂ. ବିଣ. ପୁଂ — ନପୁଂସକ; ହେଞ୍ଜେଡ଼ା (ହି. ଶ) — Impotent; eunuch
  • ସଂ. ବିଣ. ପୁଂ — ନିର୍ବୋଧ (ହି. ଶ) — Stupid