ଶଠ Ṡaṭha

  • ସଂ. ବିଣ. ପୁଂ—(ଶଠ୍ ଧାତୁ+କର୍ତ୍ତୃ. ଅ) — ବଞ୍ଚନାକାରୀ; ପ୍ରତାରକ; ଧୂର୍ତ୍ତ — Sly; cheating; knavish; fraudulent; deceitful; crafty; treacherous
  • ସଂ. ବିଣ. ପୁଂ—(ଶଠ୍ ଧାତୁ+କର୍ତ୍ତୃ. ଅ) — ପାଜୀ; ଖଳ — Wicked. wily
  • ସଂ. ବିଣ. ପୁଂ—(ଶଠ୍ ଧାତୁ+କର୍ତ୍ତୃ. ଅ) — ଜଡ଼ ବୁଦ୍ଧି (ହି. ଶ) — Stupid
  • ସଂ. ବିଣ. ପୁଂ—(ଶଠ୍ ଧାତୁ+କର୍ତ୍ତୃ. ଅ) — ଅଳସୁଆ (ହି. ଶ) — Idle
  • ବି. ପୁଂ — ଦୁର୍ଜ୍ଜନ ବ୍ଯକ୍ତି — A wicked person
  • ବି. ପୁଂ — ଧୂର୍ତ୍ତବ୍ଯକ୍ତି; ଠକ — A cheat; swindler
  • ବି. ପୁଂ — ଗୂଢ଼ ବିପ୍ରିୟକାରୀ ନାୟକ; ଯେଉଁ ନାୟକ ବାହାରେ ଜଣେ ସ୍ତ୍ରୀ ପ୍ରତି ପ୍ରେମ ଦେଖାଏ ଓ ଅନ୍ତରରେ ଆଉ ଜଣକୁ ପ୍ରେମ କରେ — A lover who professes love for a heart; a wily lover
  • ବି. ପୁଂ — ଉଦାସୀନ ବ୍ଯକ୍ତି — An unconcerned person; an indifferent person
  • ବି. ପୁଂ — କୁଙ୍କୁମ; ଜାଫ୍ରାନ — Saffron
  • ବି. ପୁଂ — ତଗର; ଟଗର (ଫୁଲ ଗଛ) — Taberna Montana; Coronaria (flower-tree)
  • ବି. ପୁଂ — ଲୌହ — Iron
  • ବି. ପୁଂ — ଧୁସ୍ତୂର; ଧାତୁରା — Thorn apple