ଶଟ୍ଟକ Ṡaṭṭaka

  • ସଂ. ବି.—(ବୈଦ୍ଯକ) — ଶାଳିତଣ୍ଡୁଳ ଚୂର୍ଣ୍ଣ, ଘୃତ ଓ ଜଳ ମିଶ୍ରିତ ଲେପ ବିଶେଷ; ପିଠଉ। [ଦ୍ର—ଏହାକୁ ରୁଟି ଉପରେ ଲେପି ପୁଣି ରୋଟିକୁ ଚଉତାଇ କରି ବେଲି ଘିଅରେ ଛାଣିଲେ ଫେଣୀ ତିଆରି ହୁଏ] — A liquid made of rice flour mixed with ghee and water