ଶଟ୍କି Ṡṭ-ki

  • ଦେ. ବି — ଶଗଡ଼ରେ ଯୋଚା ଯିବା ବଳଦଙ୍କ ବେକରେ ପଘାକୁ ବାକୁଲିରେ ଅଟକାଇବା ପାଇଁ ବ୍ଯବହୃତ ପଘାରେ ଲାଗିଥିବା ଛୋଟ ରଜ୍ଜୁ—ବଳୟ — A small rope- ring attached to the neck-rope of a bullock yoked to a cart and which is slipped into the pin at the end of the yoke