ଶଟାତ୍ Ṡaṭāt

  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — ଝଟ୍; ଭୂମିରେ ହଠାତ୍ ଲମ୍ବ ହୋଇ ଦଣ୍ଡବତ୍ ଶୋଇ ପଡ଼ିବା ପ୍ରକାରେ; ଲଟ୍କିନା — (to lie the ground) Prostrate and suddenly
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — (ଯଥା—ସେ ଶଟାଙ୍ଗ ଶୋଇ ପଡ଼ିଲା।)
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — କୌଣସି ସ୍ଥାନରୁ ହଠାତ୍ ଚାଲିଯିବା ପ୍ରକାରେ — (to leave a place) All on a sudden
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — (ଯଥା—ସେ ସେଠଉଁ ଶଟାଙ୍ଗ୍ ଚାଲି ଗଲା।)
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — କୌଣସି ସ୍ଥାନକୁ ହଠାତ୍ ପଶିଯିବା ପ୍ରକାର — (to enter a place) All on a sudden
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — (ଯଥା—ସେ ଘର ଭିତରକୁ ଶଟାତ୍ ପଶି ଗଲା।)
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — ସିଧାଏ ସିଧାଏ କୌଣସି ଦିଗରେ ଗତି କରିବା ପ୍ରକାରେ — Striaghtway
  • ଦେ. କ୍ରି. ବିଣ (ସଂ. ଝଟିତି; ହଠାତ୍) — (ଯଥା— ମୁଁ କଟକରୁ ଶଟାଙ୍ଗ୍ ପୁରୀ ଗଲି।)