ଶଗଡ଼ିଆ Ṡagaṟḍ̠iā

  • ଦେ. ବିଣ (ସଂ. ଶାକଟିକ) — ଶକଟସମ୍ବନ୍ଧୀୟ — Relating to the cart
  • ଦେ. ବିଣ (ସଂ. ଶାକଟିକ) — ଶକଟ ଟାଣିବାରେ ନିଯୁକ୍ତ (ବ୍ଯକ୍ତି ବା ପଶୁ) — Engaged in work in connection with a cart
  • ଦେ. ବିଣ (ସଂ. ଶାକଟିକ) — (ଯଥା—ଶଗଡ଼ିଆ ବଳଦ, ଶଗଡ଼ିଆ ପୋଡୁହ)
  • ଦେ. ବି — ଗାଡୁଆନ; ଶକଟବାହି; ସାରଥି — A cart driver; cart man
  • ଦେ. ବି — ଯେଉଁ ବ୍ଯକ୍ତି ଶଗଡ଼ଦ୍ୱାରା ଜୀବିକା ନିର୍ବାହ କରେ — A person who earns his living by carrying things in carts; a carrier of things and men by cart
  • ଦେ. ବି — (ଉ—ଭିଖାରି କେଳା, ଶଗଡ଼ିଆ, ଉନମତ୍ତ; ଲୋକେ ଗଡ଼େ ସ୍ଥାନ ନ ଦେବ କଦାଚିତ—କୃଷ୍ଣସିଂହ ମହାଭାରତ ଶାନ୍ତି।)
  • ପ୍ରାଦେ. (ବାଲେଶ୍ୱର) ବି — ଶଗଡ଼ ସରି — A cart track