ଶକ୍ୱରୀ Ṡakwarī

  • ସଂ. ବି (ଶକ୍ ଧାତୁ+କର୍ତ୍ତୃ. ବର+ଈ) — ଆଙ୍ଗୁଠି (ହି. ଶ) — Finger
  • ସଂ. ବି (ଶକ୍ ଧାତୁ+କର୍ତ୍ତୃ. ବର+ଈ) — ପ୍ରାଚୀନ ନଦୀ ବିଶେଷ (ହି. ଶ) — Name of an ancient river
  • ସଂ. ବି (ଶକ୍ ଧାତୁ+କର୍ତ୍ତୃ. ବର+ଈ) — ମେଖଳା (ହି. ଶ) — Girdle
  • ସଂ. ବି (ଶକ୍ ଧାତୁ+କର୍ତ୍ତୃ. ବର+ଈ) — ଗାଈ (ହି. ଶ) — Cow
  • ସଂ. ବି (ଶକ୍ ଧାତୁ+କର୍ତ୍ତୃ. ବର+ଈ) — ଛନ୍ଦୋବିଶେଷ (ହି. ଶ) — Name of a metre