ଶକ୍ର Ṡakra

  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — ଇନ୍ଦ୍ର — Indra
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — ପେଚକ — Owl
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — କୁଟଜ ଗୁଳ୍ମ; ପିତାକୋରୁଆ — A plant; Wrightia Antidysenterica
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — ଅର୍ଜୁନ ବୃକ୍ଷ — A tree; Terminalia Alata Glabra
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — [ଉ—( 1 , 3 , 4 )—ବରୁଣ ଶକ୍ରାଦି ସୁମନସ ସ୍ଫୁଟ ଯହିଁ। ଭଞ୍ଜ. ବୈଦେହୀଶବିଳାସ।] — [ଉ—(1,3,4)—ବରୁଣ ଶକ୍ରାଦି ସୁମନସ ସ୍ଫୁଟ ଯହିଁ ଭଞ୍ଜ. ବୈଦେହୀଶବିଳାସ]
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — (ଜ୍ୟୋତିଷ) ଜ୍ୟେଷ୍ଠା ନକ୍ଷତ୍ର (ଇନ୍ଦ୍ର ଏଥିର ଅଧିଷ୍ଠାତା) — (Hindu astrology) The 18th lunar mansion
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — ମହାଦେବଙ୍କ ନାମ — A name of Ṡiba (Apte)
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) — ଚଉଦ ସଂଖ୍ୟା — The number fourteen (Apte)
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — Name given to male persons