ଶକ୍ରଜ Ṡakraja

  • ସଂ. ବିଣ ପୁଂ—(ଶକ୍ର=ଇନ୍ଦ୍ର+ଜନ୍ ଧାତୁ=ଜାତହେବା+ କର୍ତ୍ତୃ ଅ) — ଇନ୍ଦ୍ରଙ୍କଠାରୁ ଉତ୍ପନ୍ନ — Born of Indra
  • ବି. ପୁଂ — ଇନ୍ଦ୍ରଙ୍କ ପୁତ୍ର — The son of Indra
  • ବି. ପୁଂ — ବାକ — A crow. (Apte)