ଶକ୍ତୀ Ṡaktī

  • ସଂ. ବି — ମାତ୍ରିକ ଛନ୍ଦୋବିଶେଷ — Name of a syllabic metre
  • ସଂ. ବି — ଦ୍ର—ଏଥିର ପ୍ରତ୍ୟେକ ଚରଣରେ 18 ମାତ୍ରା ଥାଏ। ଏଥିରେ ପ୍ରଥମ, 6 ଷ୍ଠ, 11 ଶ ଓ 16 ଶ ଲଘୁ। ଏହି ଛନ୍ଦ ଭୁଜଙ୍ଗୀ ଓ ଚନ୍ଦ୍ରିକା ବୃତ୍ତର ଢଙ୍ଗରେ ରଚିତ। ଏହି ଛନ୍ଦ ଫାର୍ସୀଭାଷାର 'କରୀମା ବବଖ୍ସାୟ ବରହାଲମା' କିହସ୍ତମ୍ ଅସୀରେ କମନ୍ଦେ ହବା' ବୃତ୍ତ ସଙ୍ଗେ ମିଳେ—ହି. ଶ.] — ଦ୍ର—ଏଥିର ପ୍ରତ୍ୟେକ ଚରଣରେ18ମାତ୍ରା ଥାଏ ଏଥିରେ ପ୍ରଥମ,6ଷ୍ଠ,11ଶ ଓ16ଶ ଲଘୁ ଏହି ଛନ୍ଦ ଭୁଜଙ୍ଗୀ ଓ ଚନ୍ଦ୍ରିକା ବୃତ୍ତର ଢଙ୍ଗରେ ରଚିତ ଏହି ଛନ୍ଦ ଫାର୍ସୀଭାଷାର 'କରୀମା ବବଖ୍ସାୟ ବରହାଲମା' କିହସ୍ତମ୍ ଅସୀରେ କମନ୍ଦେ ହବା' ବୃତ୍ତ ସଙ୍ଗେ ମିଳେ—ହି. ଶ.]