ଶକ୍କର Ṡakkara

  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. କର) — ବୃଷ; ଷଣ୍ଢ — Bull
  • ସଂ. ବି. ପୁଂ—(ଶକ୍ ଧାତୁ+କର୍ତ୍ତୃ. କର) — ଶକ୍କର୍ (ଦେଖ) — Ṡakkar (See)