ଶକାବ୍ଦା Ṡakābdā

  • ସଂ. ବି (ଶକ+ଅବ୍ଦ; ସଂସ୍କୃତରେ ଏହା ପ୍ରାୟଶଃ ବହୁ ବଚନରେ ପ୍ରଯୁକ୍ତ ହୁଏ) — ଶକଜାତୀୟ ରାଜାଙ୍କଦ୍ୱାରା ପ୍ରବର୍ତ୍ତିତ ସମ୍ବତ୍ସର — The era introduced by a Saka king
  • ସଂ. ବି (ଶକ+ଅବ୍ଦ; ସଂସ୍କୃତରେ ଏହା ପ୍ରାୟଶଃ ବହୁ ବଚନରେ ପ୍ରଯୁକ୍ତ ହୁଏ) — [ଦ୍ର—ଶକରାଜା କନିଷ୍କ 78 ଖ୍ରୀଷ୍ଟାବ୍ଦରେ ପେଶାବର ବା ପୁଷ୍ପପୁରରେ ରାଜତ୍ୱ ଆରମ୍ଭ କରିଥିଲେ। ସେହି ଦିନଠାରୁ ଶକାବ୍ଦ ଆରମ୍ଭ ହୋଇଅଛି। ଜଗବନ୍ଧୁ. ପ୍ରାଚୀନ ଉତ୍କଳ। ଏ ଅବ୍ଦ ଖ୍ରୀଷ୍ଟଜନ୍ମର 78 ବର୍ଷ ପରେ ଆରମ୍ଭ ହୋଇଥିଲା ଓ ବର୍ତ୍ତମାକ ମଧ୍ୟ ଭାରତରେ ଚଳୁଅଛି। (ସନ ଦେଖ)। କେହି କେହି କହନ୍ତି ଶାଳିବାହନ ଏ ଅବ୍ଦ ଚଳାଇଥିଲେ। (ଶକ ତଳେ ଟୀକା ଦେଖ)।] — [ଦ୍ର—ଶକରାଜା କନିଷ୍କ78ଖ୍ରୀଷ୍ଟାବ୍ଦରେ ପେଶାବର ବା ପୁଷ୍ପପୁରରେ ରାଜତ୍ୱ ଆରମ୍ଭ କରିଥିଲେ ସେହି ଦିନଠାରୁ ଶକାବ୍ଦ ଆରମ୍ଭ ହୋଇଅଛି ଜଗବନ୍ଧୁ. ପ୍ରାଚୀନ ଉତ୍କଳ ଏ ଅବ୍ଦ ଖ୍ରୀଷ୍ଟଜନ୍ମର78ବର୍ଷ ପରେ ଆରମ୍ଭ ହୋଇଥିଲା ଓ ବର୍ତ୍ତମାକ ମଧ୍ୟ ଭାରତରେ ଚଳୁଅଛି (ସନ ଦେଖ) କେହି କେହି କହନ୍ତି ଶାଳିବାହନ ଏ ଅବ୍ଦ ଚଳାଇଥିଲେ (ଶକ ତଳେ ଟୀକା ଦେଖ)]