ଲୋହ Loha

  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ଶୋଣିତ; ରକ୍ତ; ଲହୁ — Blood
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — [ଉ—ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଥରେ, ରଣକ୍ଷେତ୍ରେ ରିପୁଲୋହେ ଅବା ନିଜ ଲୋହେ। ରାଧାନାଥ. ମହାଯାତ୍ରା।]
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ଅଗୁରୁ — Agallochum; eaglewood
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ରକ୍ତ ଚନ୍ଦନ — Red sandal; Peteracarpus Santalinus
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ଲୁହା; ଲୌହ — Iron
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — [ଉ—ଚନ୍ଦନାଦି ଉପଚାର, ହେଉଛି ତପତ ଲୋହ ଜମ୍ବାଳ ପ୍ରକାର। ଭଞ୍ଜ. ପ୍ରେମସୁଧାନିଧି।]
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ତୈଜସ; ଖନିଜ ଧାତୁ — Metal. (in general)
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ଲୁହା ନିର୍ମିତ ଅସ୍ତ୍ର ଶସ୍ତ୍ରାଦି — Weapons and instruments made of iron
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ବନସି କଣ୍ଟା — A fish hook (M. W.)
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ନାଲି ବର୍ଣ୍ଣର ଛେଳି (ହି. ଶ.) — The red goat (M. W.)
  • ସଂ. ବି (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ବା (ପ୍ରାଚୀନ ରୁଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୁହ୍ ଧାତୁ+କର୍ତ୍ତୃ. ଅ) — ଅସ୍ତ୍ର ଶସ୍ତ୍ର; ହତିଆର — Weapon (M. W.)
  • ସଂ. ବିଣ — ରକ୍ତବର୍ଣ୍ଣ ବିଶିଷ୍ଟ; ନାଲିଆ — Red (M. W.)